ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 3
ଆର୍ଥନୀତିକ ଉଦାରୀକରଣର ଦୁଇଟି ମୁଖ୍ୟ ଦିଗ କ’ଣ?
ଆର୍ଥନୀତିକ ଉଦାରୀକରଣର ଦୁଇଟି ଦିଗ ହେଲା: ପ୍ରଥମେ, ଯେଉଁ ସବୁ କ୍ଷେତ୍ର କେବଳ ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ଥିଲା, ସେଥିରେ ଘରୋଇ କମ୍ପାନୀମାନେ କାର୍ଯ୍ୟ କରିପାରିଲେ। ଦ୍ୱିତୀୟତଃ, ବ୍ୟାବସାୟିକ ଆଇନ କାନୁନରେ ପରିବର୍ତ୍ତନ ଆଣି ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଗଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ବିବରଣୀ ଏବଂ ଏହାର ପ୍ରସ୍ତାବଗୁଡ଼ିକି ବର୍ଣ୍ଣନା କରନ୍ତୁ।
- ହାଇଦ୍ରାବାଦ ସହ ସରକାରଙ୍କ ସମ୍ପର୍କ ଏବଂ 'ଅପରେସନ୍ ପୋଲୋ' କାର୍ଯ୍ୟାନୁଷ୍ଠାନ ବିଷୟରେ ବର୍ଣ୍ଣନା କରନ୍ତୁ।
- ପ୍ରଥମ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ବିବରଣା ଏବଂ ଏହି ଯୋଜନା କାଳରେ କେଉଁ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦିଆଯାଇଥିଲା ଲେଖ।
- ମହାରାଜା ହରିସିଂହ କାଶ୍ମୀରକୁ ସ୍ୱାଧୀନ ରଖିବାକୁ ମତ ପୋଷଣ କଲେ କିନ୍ତୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ ଅବଦୁଲ୍ଲା ଏହି ମତକୁ ପ୍ରତ୍ୟାଖ୍ୟାନ କଲେ। ଏହି ପରିସ୍ଥିତିରେ…
- ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଏଥିରେ କେଉଁ ଦିଗରେ ଗୁରୁତ୍ୱ ଦିଆଯାଇଥିଲା?