ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 3
ନୀଳଗିରିର ଅବସ୍ଥା ବିଷୟରେ ଓଡ଼ିଶା ସରକାର ଭାରତ ସରକାରଙ୍କୁ କିପରି ବିବରଣୀ ପ୍ରେରଣ କଲେ?
ନୀଳଗିରିରେ ଅରାଜକତା ବ୍ୟାପିଯିବା ଏବଂ ଉଦ୍ବେଗଜନକ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ନିକଟକୁ ବିବରଣୀ ପ୍ରେରଣ କରିଥିଲେ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ବିବରଣୀ ଏବଂ ଏହାର ପ୍ରସ୍ତାବଗୁଡ଼ିକି ବର୍ଣ୍ଣନା କରନ୍ତୁ।
- ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଉପଗ୍ରହର ପ୍ରେରଣ ଏବଂ ଏହାର ଉପଯୋଗ ବିଷୟରେ ବର୍ଣ୍ଣନା କର ।
- ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଦାବିଗୁଡ଼ିକ କେଉଁଥିଲା?
- ମୟୂରଭଞ୍ଜ ମହାରାଜା ମିଶ୍ରଣ ଚୁକ୍ତିପତ୍ରରେ ସ୍ୱାକ୍ଷର କରିବାକୁ କାହିଁକି ବିରୋଧ କରିଥିଲେ?
- ହାଇଦ୍ରାବାଦ ସହ ସରକାରଙ୍କ ସମ୍ପର୍କ ଏବଂ 'ଅପରେସନ୍ ପୋଲୋ' କାର୍ଯ୍ୟାନୁଷ୍ଠାନ ବିଷୟରେ ବର୍ଣ୍ଣନା କରନ୍ତୁ।