ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 3

ମୟୂରଭଞ୍ଜ ମହାରାଜା ମିଶ୍ରଣ ଚୁକ୍ତିପତ୍ରରେ ସ୍ୱାକ୍ଷର କରିବାକୁ କାହିଁକି ବିରୋଧ କରିଥିଲେ?

ମୟୂରଭଞ୍ଜରେ ଲୋକ ପ୍ରତିନିଧିମୂଳକ ସରକାର ଗଠିତ ହୋଇଥିବାରୁ ମୟୂରଭଞ୍ଜ ମହାରାଜା ତାଙ୍କ ମନ୍ତ୍ରୀମଣ୍ଡଳ ସହିତ ଆଲୋଚନା ନ କରି ଚୁକ୍ତିପତ୍ରରେ ସ୍ୱାକ୍ଷର କରିବେ ନାହିଁ ବୋଲି ଯୁକ୍ତି ବାଢ଼ିଲେ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ