ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 7

ଲାମାର୍କଙ୍କ ବିବର୍ତ୍ତନ ସମ୍ପର୍କିତ ତତ୍ତ୍ୱ କେଉଁ ନାମରେ ପରିଚିତ ଏବଂ ଏହାର ମୂଳ ନୀତି କଣ?

ଲାମାର୍କଙ୍କ ତତ୍ତ୍ୱ 'ଉପାର୍ଜିତ ଲକ୍ଷଣର ଉତ୍ତରାଧିକରଣ' ନାମରେ ପରିଚିତ। ଏହି ତତ୍ତ୍ୱ ଅନୁସାରେ ପ୍ରତ୍ୟେକ ପ୍ରାଣୀ ନିଜ ପରିବେଶ ସହ ଖାପ ଖୁଆଇ ଚଳିବା ପାଇଁ କିଛି ଲକ୍ଷଣ ଆହରଣ କରନ୍ତି ଏବଂ ଜୀବଦଶାରେ ଅର୍ଜିତ ଏହି ଲକ୍ଷଣ ପରବର୍ତ୍ତୀ ବଂଶଧରକୁ ଅର୍ପଣ କରନ୍ତି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ