ଅଧ୍ୟୟନ › Class 10 · ଭୌତିକ ବିଜ୍ଞାନ · ଅଧ୍ୟାୟ 7
ସମୀପ ଦୃଷ୍ଟି, ଦୂର ଦୃଷ୍ଟି ଓ ଚାଳିଶାର ପ୍ରତିକାର ପାଇଁ କେଉଁ ପ୍ରକାରର ଲେନ୍ସର ଚଶମା ବ୍ୟବହାର କରାଯାଏ?
ସମୀପ ଦୃଷ୍ଟି ପାଇଁ ଅବତଳ ଲେନ୍ସ, ଦୂର ଦୃଷ୍ଟି ପାଇଁ ଉତ୍ତଳ ଲେନ୍ସ ଏବଂ ଚାଳିଶାର ପ୍ରତିକାର ପାଇଁ ଉତ୍ତଳ ଲେନ୍ସର ଚଶମା ବ୍ୟବହାର କରାଯାଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନେତ୍ରସ୍ନାୟୁ (Optic Nerve) କି ପ୍ରକାରେ ଦୃଷ୍ଟି ଶକ୍ତିରେ ସହାୟକ ହୁଏ?
- ବିଜ୍ଞାନସମ୍ମତ କାରଣ ଦଶାଆ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ କାହିକି ଗାଢ ଲାଲ୍ ଦେଖାଯାଏ ?
- ବିଜ୍ଞାନସମ୍ମତ କାରଣ ଦଶାଆ ଲାଲ ବର୍ଣ୍ଣକୁ କାହିକି ବିପଦ ସଂକେତ ରୂପେ ବ୍ୟବହାର କରାଯାଏ ?
- ସମୀପ ଦୃଷ୍ଟି (Myopia) କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର ପାଇଁ କେଉଁ ଲେନ୍ସର ବ୍ୟବହାର କରାଯାଏ? ବିସ୍ତୃତ ଭାବେ ବୁଝାନ୍ତୁ।
- ଟିଣ୍ଡଲ୍ ସିଦ୍ଧାନ୍ତକୁ ଗୋଟିଏ ଉଦାହରଣ ଦେଇ ବୁଝାଆ