ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 10
ବନ୍ୟଜୀବ ସଂରକ୍ଷଣ ପାଇଁ କେଉଁ କେଉଁ ସଂସ୍ଥାଗୁଡ଼ିକ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଉଛନ୍ତି?
ବନ୍ୟଜୀବ ସଂରକ୍ଷଣ ପାଇଁ ବନ୍ୟଜୀବ ସମିତି (National Wildlife Committee), ଭାରତୀୟ ବନ୍ୟଜୀବ ପରିଷଦ (Indian Board of Wildlife), ଜାତୀୟ ଜୈବବିବିଧତା ପରିଷଦ (National Biodiversity Board) ଏବଂ ବିଶ୍ୱ ବନ୍ୟଜୀବ ପାଣ୍ଠି (World Wildlife Fund) ଆବଶ୍ୟକ ଆର୍ଥିକ ସହାୟତା ଯୋଗାଉଛନ୍ତି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଜଙ୍ଗଲ ସମ୍ପଦର ଅଂଶୀଦାରମାନେ କିଏ ? ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା କଂଶ ?
- ନିମ୍ନୋକ୍ତ କେଉଁଟି ଏକ ପୁନଶ୍ଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁ ନୁହେଁ ? (i) କାଗଜ (ii) ଜୈବ ଆବଜନା (iii) ପ୍ଲାଷ୍ଟିକ୍ ବୋତଲ (iv) କାଚ ବୋତଲ
- ଜଳଛାୟା ପରିଚାଳନା (Watershed Management) କ’ଣ ଏବଂ ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇପାରିବ ଲେଖ।
- ‘ଜଙ୍ଗଲ ହେଉଛି ଜୈବବିବିଧତାର ଉତ୍ସ’ – ଏହି ଉକ୍ତିର ଯଥାଥିତା ପ୍ରତିପାଦନ କରା
- ଜୀବାଶ୍ମ ଇନ୍ଧନର ବ୍ୟବହାର ବିଷୟରେ ଆଲୋଚନା କର। ଏଗୁଡ଼ିକର ବ୍ୟବହାର କାହିଁକି ଚିନ୍ତାର ବିଷୟ?