ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 2
ବିପଦଗ୍ରସ୍ତ ଜାତି (Endangered Species) କହିଲେ କଣ ବୁଝାଏ ଏବଂ ଏହାର ଏକ ଉଦାହରଣ ଦିଅ ।
ବିଭିନ୍ନ ପ୍ରତିକୂଳ କାରଣଯୋଗୁଁ ଯେଉଁ ଜାତିର ଜୀବମାନେ ଅଳ୍ପ ସମୟ ମଧ୍ୟରେ ବିଲୁପ୍ତ ହୋଇଯିବାର ସମ୍ଭାବନା ରହିଛି ସେମାନଙ୍କୁ ବିପଦଗ୍ରସ୍ତ ଜାତି କୁହାଯାଏ । ଉଦାହରଣ ସ୍ୱରୂପ: ରାଜସ୍ଥାନର ବନ୍ୟଗଧ କିମ୍ବା ଦକ୍ଷିଣ ଭାରତର ହନୁମାଙ୍କଡ଼ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଜୈବ ବିବିଧତା କହିଲେ କଣ ବୁଝାଏ ଏବଂ ଏହାର କେତୋଟି ପ୍ରକାର ଅଛି?
- ଜୈବ ବିବିଧତା (Bio-diversity) କଣ ଏବଂ ଏହା ପରିସଂସ୍ଥାରେ କିପରି ସନ୍ତୁଳନ ରକ୍ଷା କରେ?
- ବନ୍ୟପ୍ରାଣୀ ଓ ପକ୍ଷୀମାନଙ୍କର ପରିବେଶ ଏବଂ ମନୁଷ୍ୟ ଜୀବନରେ କି ପ୍ରକାର ବିଭିନ୍ନ ଉପକାରିତା ରହିଛି ବର୍ଣ୍ଣନା କର।
- ନାତିଶୀତୋଷ୍ଣ ପାର୍ବତ୍ୟ ଅରଣ୍ୟ (Temperate Montane Forest) ର ବୈଶିଷ୍ଟ୍ୟ ଏବଂ ଏହାର ପ୍ରାୟିକ ଅଞ୍ଚଳ ବିଷୟରେ ବର୍ଣ୍ଣନା କରନ୍ତୁ।
- ଭାରତର ଜୈବ ବିବିଧତା ବିଷୟରେ ସବିଶେଷରେ ବର୍ଣ୍ଣନା କରନ୍ତୁ।