ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 2

ଜୈବ ବିବିଧତା କହିଲେ କଣ ବୁଝାଏ ଏବଂ ଏହାର କେତୋଟି ପ୍ରକାର ଅଛି?

ଭୂ-ପୃଷ୍ଠର କୌଣସି ଅଞ୍ଚଳର ପ୍ରାକୃତିକ ଉଭିଦ, ପ୍ରାଣୀ, ଅନ୍ୟାନ୍ୟ ଜୀବଜନ୍ତୁ ଓ ପରିସଂସ୍ଥାର ସମଷ୍ଟିକୁ ଜୈବ ବିବିଧତା କୁହାଯାଏ। ଏହା ତିନି ପ୍ରକାରର: ଜିନୀୟ (Genetic) ଜୈବ ବିବିଧତା, ଜାତି (Species) ବିବିଧତା ଏବଂ ପରିସଂଘୀୟ (Ecosystem) ଜୈବ ବିବିଧତା।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ