ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 2

ଜୈବ ବିବିଧତା (Bio-diversity) କଣ ଏବଂ ଏହା ପରିସଂସ୍ଥାରେ କିପରି ସନ୍ତୁଳନ ରକ୍ଷା କରେ?

ଭୂ-ପୃଷ୍ଠର କୌଣସି ଅଞ୍ଚଳର ପ୍ରାକୃତିକ ଉଦ୍ଭିଦ, ପ୍ରାଣୀ, ଅନ୍ୟାନ୍ୟ ଜୀବଜନ୍ତୁ ଓ ପରିସଂସ୍ଥାର ସମଷ୍ଟିକୁ ଜୈବ ବିବିଧତା କୁହାଯାଏ। ଏହା ଜୈବ ପିରାମିଡ୍ ମାଧ୍ୟମରେ ପରିସଂସ୍ଥାରେ ଶକ୍ତି ପ୍ରବାହ, ଉତ୍ପାଦକତା, ସ୍ୱଚ୍ଛତା ତଥା ସନ୍ତୁଳନ ରକ୍ଷା କରିଥାଏ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ