ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 10
ଜଳଛାୟା ପରିଚାଳନା (Watershed management) ଦ୍ୱାରା କିପରି ଜଳ ସଂରକ୍ଷଣ କରାଯାଇପାରିବ?
ଜଳଛାୟା ପରିଚାଳନା ଦ୍ୱାରା ଆମେ ଜଳ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ଭୂତଳ ଜଳର ପରିମାଣ ବୃଦ୍ଧି କରିପାରିବା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଜଙ୍ଗଲ ସମ୍ପଦର ଅଂଶୀଦାରମାନେ କିଏ ? ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା କଂଶ ?
- ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନ ଓ ନୀତିଗୁଡ଼ିକ ବିଷୟରେ ଆଲୋଚନା କର।
- ନିମ୍ନୋକ୍ତ ବିଷୟଗୁଡ଼ିକର ସଂକ୍ଷିପ୍ତ ଟିପ୍ପଣୀ ଲେଖା ଅସୁରକ୍ଷିତ ଜାତି
- ଗୋଟିଏ କିମ୍ଭା ଦୁଇଟି ବାକ୍ୟରେ ଉତ୍ତର ଦିଆ ବିକଳ୍ପ ଶକ୍ତି ଉତ୍ସଗୁଡ଼ିକ କ’ଣ ?
- ସଂକ୍ଷେପରେ ଉତ୍ତର ଦିଆ । ସମତଳ ଅଞ୍ଚଳରେ ଜଳ ସଂରକ୍ଷଣ କିପରି କରାଯାଏ ?