ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 8

ନଦୀବନ୍ଧ ଯୋଜନା ଦ୍ୱାରା ବିଦ୍ୟୁତ୍ ଶକ୍ତି କିପରି ଉତ୍ପାଦିତ ହୋଇଥାଏ?

ନଦୀବନ୍ଧ ଯୋଜନା ଦ୍ୱାରା ନଦୀରେ ବନ୍ଧ ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ ଏବଂ ଜଳକୁ ଉଚ୍ଚ ପତନରୁ ନିମ୍ନ ପତନକୁ ପ୍ରବଳ ବେଗରେ ଛଡ଼ାଯାଏ। ଏହି ଜଳସ୍ରୋତ ଶକ୍ତି ଟର୍ବାଇନ୍ ଘୂରାଇବାରେ ବ୍ୟବହୃତ ହୁଏ ଏବଂ ଟର୍ବାଇନ୍ ସହ ସଂଯୁକ୍ତ ଜେନେରେଟରର ଆମେଚର୍ ଘୂରିବା ଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇଥାଏ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ