ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 8
ତାପଜ ବିଦ୍ୟୁତ୍ ଶକ୍ତି (Thermal electricity) କହିଲେ କଣ ବୁଝାଏ ଏବଂ ଏହାର ଏକ ଉଦାହରଣ ଦିଅ।
କୋଇଲାରୁ ସୃଷ୍ଟ ଶକ୍ତି ତାପଜ ଶକ୍ତି ଭାବେ ବ୍ୟବହୃତ ହୋଇ ଏଥିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ, ଯାହାକୁ ତାପଜ ବିଦ୍ୟୁତ୍ ଶକ୍ତି କୁହାଯାଏ। ଓଡ଼ିଶାର ତାଳଚେରଠାରେ ଏଭଳି ଶକ୍ତି ଉତ୍ପାଦନ କେନ୍ଦ୍ର ଅଛି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନଦୀବନ୍ଧ ଯୋଜନା ଦ୍ୱାରା କିପରି ଶକ୍ତି ଉତ୍ପାଦନ କରାଯାଏ ?
- ଶକ୍ତିର ରୂପାନ୍ତରଣ ବିଷୟରେ ଏକ ଉଦାହରଣ ଦେଇ ବୁଝାନ୍ତୁ।
- ଭାରତରେ ନାଭିକୀୟ ଶକ୍ତିରୁ ବିଦ୍ୟୁତ୍ ଶକ୍ତି କେଉଁ କେଉଁ ସ୍ଥାନରେ ଉତ୍ପାଦନ କରାଯାଉଛି? ଏହି ପ୍ରକ୍ରିୟାରେ ଶକ୍ତିର ପରିବର୍ତ୍ତନ କିପରି ହେଉଛି ବର୍ଣ୍ଣନା କର।
- ନାଭିକୀୟ ଶକ୍ତି କେଉଁ ପ୍ରକ୍ରିୟା ଦ୍ୱାରା ନିର୍ଗତ ହୁଏ ଏବଂ ଏହାର ଏକ ଉଦାହରଣ ଦିଅ।
- ଜୀବାଶ୍ମ ଇନ୍ଧନର 2ଟି ଉପକାରିତା ଲେଖା