ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 8
ଶକ୍ତିର ରୂପାନ୍ତରଣକୁ ଏକ ଉଦାହରଣ ସହିତ ବର୍ଣ୍ଣନା କର।
ଶକ୍ତି ଏକ ପ୍ରକାରରୁ ଅନ୍ୟ ଏକ ପ୍ରକାର ଶକ୍ତିକୁ ରୂପାନ୍ତରିତ ହୋଇପାରେ। ଉଦାହରଣସ୍ୱରୂପ, ଏକ ଉଚ୍ଚସ୍ଥାନରୁ ଏକ ପ୍ଲେଟ୍ କୁ ତଳକୁ ପକାଇଲେ ସେଥିରେ ଥିବା ସ୍ଥିତିଜ ଶକ୍ତି ଶବ୍ଦ ଶକ୍ତିରେ ରୂପାନ୍ତରିତ ହୁଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ପେଟ୍ରୋଲିୟମ୍ କ'ଣ ଏବଂ ଏହାର ବିଶୋଧନ ପ୍ରକ୍ରିୟା ବିଷୟରେ ବର୍ଣ୍ଣନା କରନ୍ତୁ।
- ପାର୍ଥିକ୍ୟ ଦର୍ଶାଆ । ସାମୁଦ୍ରିକ ତାପଜ ଶକ୍ତି ଓ ଭୂତାପୀୟ ଶକ୍ତି
- ପାର୍ଥିକ୍ୟ ଦର୍ଶାଆ । ସୌର ଚୁଲା ଓ ସୋଲାର ସେଲ୍
- ନାଭିକୀୟ ବିଭାଜନ ପ୍ରକ୍ରିୟା କିପରି ଶକ୍ତି ନିର୍ଗତ କରେ ଏବଂ ଏହାର ଶକ୍ତି ପରିମାଣ କୋଇଲାର ଦହନ ସହିତ କିପରି ତୁଳନା କରାଯାଇଛି ବର୍ଣ୍ଣନା କର।
- ନାଭିକୀୟ ଶକ୍ତି କେଉଁ ପ୍ରକ୍ରିୟା ଦ୍ୱାରା ନିର୍ଗତ ହୁଏ ଏବଂ ଏହାର ଏକ ଉଦାହରଣ ଦିଅ।