ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 10
ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ କେଉଁ କେଉଁ ଆଇନ ପ୍ରଣୟନ କରାଯାଇଛି?
ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ୧୯୨୭ ମସିହାରେ ଜଙ୍ଗଲ ଆଇନ (Forest Act) ଏବଂ ୧୯୮୮ରେ ଜାତୀୟ ଜଙ୍ଗଲ ନୀତି ପ୍ରଣୟନ କରାଯାଇଛି। ଏହା ସହିତ ୧୯୭୨ ମସିହାରେ ବନ୍ୟଜୀବ ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ସଂକ୍ଷେପରେ ଉତ୍ତର ଦିଆ । ବୃହତ୍ ନଦୀବନ୍ଧ ଯୋଜନାରେ କି କି ଅସୁବିଧା ରହିଛି ?
- ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଦିଆ ଲୁପ୍ତପ୍ରାୟ ପ୍ରାଣୀମାନଙ୍କର ସଂରକ୍ଷଣ କିପରି କରାଯାଇପାରିବ ?
- ଗୋଟିଏ କିମ୍ଭା ଦୁଇଟି ବାକ୍ୟରେ ଉତ୍ତର ଦିଆ ପରିସ୍ଥାନ ବିଖଣ୍ଡନ କ’ଣ ?
- ‘ଜଙ୍ଗଲ ହେଉଛି ଜୈବବିବିଧତାର ଉତ୍ସ’ – ଏହି ଉକ୍ତିର ଯଥାଥିତା ପ୍ରତିପାଦନ କରା
- ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନ ଓ ନୀତିଗୁଡ଼ିକ ବିଷୟରେ ଆଲୋଚନା କର।