ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 2
ବନ୍ୟ ପ୍ରାଣୀ (Wildlife) କହିଲେ କଣ ବୁଝାଏ?
ପଶୁ, ପକ୍ଷୀ, କୀଟପତଙ୍ଗ, ମାଛ, କଇଁଛ, କୁମ୍ଭୀର, ସାପ, ବେଙ୍ଗ, ଜୋକ, ଅଣୁଜୀବ ଇତ୍ୟାଦି ଜୀବଜନ୍ତୁମାନଙ୍କୁ ବନ୍ୟ ପ୍ରାଣୀ ବୋଲି ବିଚାର କରାଯାଏ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଭାରତରେ ଜୈବ ବିବିଧତା ସଂରକ୍ଷଣ ପାଇଁ କିପରି ବିଭିନ୍ନ ପ୍ରକାରର ସୁରକ୍ଷିତ ଅଞ୍ଚଳ ରହିଛି, ସେ ବିଷୟରେ ଆଲୋଚନା କର।
- ହିମାଳୟ ପର୍ବତର ଦକ୍ଷିଣ ଢାଲୁ ଅଞ୍ଚଳରେ କେଉଁ ପ୍ରକାରର ଉଦ୍ଭିଦ ଦେଖାଯାଏ ଏବଂ ଏହାର ଉଚ୍ଚତା କେତେ?
- ଓଡ଼ିଶାର କେଉଁ ସ୍ଥାନରେ ହାତୀମାନଙ୍କ ପାଇଁ ଅଭୟାରଣ୍ୟ ରହିଛି?
- ଜୈବ ବିବିଧତା କହିଲେ କଣ ବୁଝାଏ ଏବଂ ଏହାର କେତୋଟି ପ୍ରକାର ଅଛି?
- ବିଦେଶଜ (Exotic) ଉଦ୍ଭିଦ କଣ ଏବଂ ଏହା ମୁଖ୍ୟତଃ କେତୋଟି ପ୍ରକାରର?