ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 2

ବିଦେଶଜ (Exotic) ଉଦ୍ଭିଦ କଣ ଏବଂ ଏହା ମୁଖ୍ୟତଃ କେତୋଟି ପ୍ରକାରର?

ବିଦେଶଜ ଉଦ୍ଭିଦ ହେଉଛି ସେହି ଉଦ୍ଭିଦ ଯାହା ସମୟାନୁକ୍ରମେ ଅନ୍ୟ ଦେଶରୁ ଭାରତକୁ ଆସିଛି । ଏହା ମୁଖ୍ୟତଃ ଦୁଇ ପ୍ରକାରର, ଯଥା- ବୋରିୟଲ ଉଦ୍ଭିଦ ଓ ଉଷ୍ଣ କ୍ରାନ୍ତୀୟ ଉଦ୍ଭିଦ ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ