ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 9
ଜୈବ-ଅବନମିତଅକ୍ଷମ (Non-biodegradable) ପଦାର୍ଥଗୁଡ଼ିକ ପରିବେଶରେ କିପରି ପ୍ରଭାବ ପାଦିଥାଏ?
ଜୈବ-ଅବନମିତଅକ୍ଷମ ପଦାର୍ଥଗୁଡ଼ିକ ପରିବେଶରେ ଅଣୁଜୀବଙ୍କ ଦ୍ୱାରା ଅପଘଟନ ହୁଏ ନାହିଁ ଏବଂ ଜମାହୋଇ ରହନ୍ତି । ଏଗୁଡ଼ିକ ଖାଦ୍ୟଶୃଙ୍ଖଳ ମାଧ୍ୟମରେ ଜୀବମାନଙ୍କ ଶରୀରରେ ପ୍ରବେଶ କରି ଜୈବପରିବର୍ଦ୍ଧନ କରନ୍ତି, ଯାହାଫଳରେ ମଣିଷ ଓ ଗୃହପାଳିତ ପଶୁ ରୋଗରେ ଆକ୍ରାନ୍ତ ହୁଅନ୍ତି ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ପରିସଂସ୍ଥାର ଗାଠନିକ ଉପାଦାନଗୁଡ଼ିକ କେଉଁ କେଉଁ?
- ସଂକ୍ଷେପରେ ଉତ୍ତର ଦିଆ । ଜୈବ ପରିବର୍ଦ୍ଧନ କ’ଣ ? ଏଥିଯୋଗୁଁ ଆମର କି ଅସୁବିଧା ହେଉଛି ?
- ସଂକ୍ଷିପ୍ତ ଟିପ୍ପଣୀ ଲେଖ । ପରିବେଶ ସନ୍ତୁଳନ
- ସଂକ୍ଷିପ୍ତ ଟିପ୍ପଣୀ ଲେଖ । ଅଣ-ଅବନମିତକ୍ଷମ ବର୍ଜ୍ୟ
- ପ୍ରଥମ ଦୁଇଟି ଶବ୍ଦର ସମ୍ପକକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପକିତ ଶବ୍ଦଟି କ’ଣ ହେବ ଲେଖା ସଲଫର ଡାଇଅକ୍ସାଇଡ ଗ୍ୟାସ୍ : ଅମ୍ଲବର୍ଷା : : ସି.ଏଫ.ସି. ଗ୍ୟାସ୍ :