ହୁନ୍ଦର୍ Hundar
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — କୁଶଳତା; ଦକ୍ଷତା — Skill
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — କୌଶଳ — Tact
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — [ଉ—କାହିଁ ସେ ହୁନ୍ଦର ଯେ ହୁନ୍ଦର ବଳେ ପୁରୁଷ ହେବ ରମଣୀ। ରାଧାନାଥ, ଯଯାତି।)
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — ଭେଳକି; ମାୟା; କୁହୁକ — Magic
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — [ଦ୍ର—କ୍ରମେ ଜନ୍ମ କନ୍ଦରେ ଅଦଭୁତ ହୁନ୍ଦରେ ପଶିଲା ଡାକ ଜଗତର। ମଧୁସୂଦନ, ନଦୀପ୍ରତି।]
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — ଛଇ; ରଙ୍ଗ — Sportiveness
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — ଆମୋଦପ୍ରମୋଦ — Amusements
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — ସୁଆଙ୍ଗ — Farce
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — ଜିଗର; ଜିଦି — Importunity
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — ଅଡ଼ମ୍ବର — Show
- ବୈଦେ. ବି—(ଫା. ହୁନର୍=ଦକ୍ଷତା, କଳା, କାରିଗରି) — ଚତୁରତା — Cleverness