ହୁନ୍ଦର କାଢ଼ିବା Hundara kāṟḍ̠ẖibā

  • ଦେ. କ୍ରି — ସୁଆଙ୍ଗ ଲଗାଇବା — To bring out a show; to make a farce
  • ଦେ. କ୍ରି — କୁହୁକ ଦେଖାଇବା — To exhibit magical show
  • ଦେ. କ୍ରି — କୌଶଳ ଦେଖାଇବା — To show one's skill
  • ଦେ. କ୍ରି — ଜିଦି ଧରିବା; ଜିଗତ୍ କରିବା — To importune