ହୁବେ ହୁ Hube hu
- ବୈଦେ, ବିଣ—(ଆ. ହୁବହୁ=ଅବିକଳ) — ଅବିକଳ; ତଚ୍ଛରୂପ — Exact copy of; exactly similia
- ବୈଦେ, ବିଣ—(ଆ. ହୁବହୁ=ଅବିକଳ) — ସର୍ବାଙ୍ଗରେ ସମାନ — Similar in all respects
- ବୈଦେ, ବିଣ—(ଆ. ହୁବହୁ=ଅବିକଳ) — ଆଦର୍ଶାନୁରୂପ — Exactly corresponding to the model
- ବିଣ — ଆଦର୍ଶାନୁରୂପ ନକଲ — Exact copy; exact reproduction
- କ୍ରି. ବିଣ — ଅବିକଳରୂପେ — In an exactly similar manner