ହୁବୁକିବା Hubukibā

  • ଦେ. କ୍ରି — ଚମକିବା (ଗୋପୀନାଥ ନନ୍ଦ) — To start up
  • ଦେ. କ୍ରି — ହୁରୁଡ଼ିବା (ଗୋପୀନାଥ ନନ୍ଦ) — To shy; to be startled
  • ଦେ. କ୍ରି — ଉପରକୁ ଡେଇଁବା (ଗୋପୀନାଥ ନନ୍ଦ) — To spring up