ହୁନ୍ଦରିଆ Hundariā
- ଦେ. ବିଣ. ପୁଂ ଓ ସ୍ତ୍ରୀ—(ଫା. ହୁନରୀ=ଦକ୍ଷ) — ଛଇଳ — sportive; fond of sport
- ଦେ. ବିଣ. ପୁଂ ଓ ସ୍ତ୍ରୀ—(ଫା. ହୁନରୀ=ଦକ୍ଷ) — ସୁଆଙ୍ଗିଆ — Showy; found of show
- ଦେ. ବିଣ. ପୁଂ ଓ ସ୍ତ୍ରୀ—(ଫା. ହୁନରୀ=ଦକ୍ଷ) — ଜିଗରିଆ — Importunate
- ଦେ. ବିଣ. ପୁଂ ଓ ସ୍ତ୍ରୀ—(ଫା. ହୁନରୀ=ଦକ୍ଷ) — କୌଶଳୀ; ଦକ୍ଷ — Skilful
- ଦେ. ବିଣ. ପୁଂ ଓ ସ୍ତ୍ରୀ—(ଫା. ହୁନରୀ=ଦକ୍ଷ) — କୁହୁକିଆ — Skilfull in magic