ହୁତାଶ Hutāṡa
- ସଂ. ବି—(ହୁତ=ଘୃତ+ଅଶ୍ ଧାତୁ+କର୍ତ୍ତୃ ଅ) — ହୁତଭୁକ୍; ଅଗ୍ନି; ହୁତାଶନ — Fire
- ସଂ. ବି—(ହୁତ=ଘୃତ+ଅଶ୍ ଧାତୁ+କର୍ତ୍ତୃ ଅ) — ତିନି ସଂଖ୍ୟା (ହି. ଶ) — The number three
- ସଂ. ବି—(ହୁତ=ଘୃତ+ଅଶ୍ ଧାତୁ+କର୍ତ୍ତୃ ଅ) — ଚିତ୍ରକଗୁଳ୍ମ (ହି. ଶ) — Plumbago Zeylanica plant
- ଦେ. ବିଣ.—(ସଂ. ହା ହତୋଽସ୍ମି କିଂବା ହତାଶ) — ହତାଶ — Desperate; hopeless
- ଦେ. ବିଣ.—(ସଂ. ହା ହତୋଽସ୍ମି କିଂବା ହତାଶ) — କ୍ରୋଧରେ ପ୍ରଜ୍ୱଳିତ — Burning with rage
- ଦେ. ବିଣ.—(ସଂ. ହା ହତୋଽସ୍ମି କିଂବା ହତାଶ) — ବିପଦରେ ବା ଶୋକରେ ଅର୍ତ୍ତନାଦକାରୀ — Uttering cry of grief or of distress
- ଦେ. ବିଣ.—(ସଂ. ହା ହତୋଽସ୍ମି କିଂବା ହତାଶ) — କାଣ୍ଡ ଜ୍ଞାନ ଶୂନ୍ଯ — Unmindful or careless of consequence
- ବି — ବିପନ୍ନ ବ୍ଯକ୍ତିର ଖେଦ ସୂଚକ ଶଦ୍ଦ ବା ଆର୍ତ୍ତନାଦ — Cry of distress or grif
- ବି — ହତାଶ ଅବସ୍ଥା — Desperation; hopelessness