ହୁତାଶି ହେବା Hutāṡi heba
- ଦେ କ୍ରି (ସଂ. ହା ହତୋସ୍ମି) — କାଉଳିହେବା— ଦହଗଞ୍ଜ ହେବା; ଡହଳ ବିକଳ ହେବା — To be much perplexed
- ଦେ କ୍ରି (ସଂ. ହା ହତୋସ୍ମି) — ବିପନ୍ନହେବା — To be in danger
- ଦେ କ୍ରି (ସଂ. ହା ହତୋସ୍ମି) — କିଂକର୍ତ୍ତବ୍ୟବିମୂଢ଼ ହେବା — To become bewildered or upset
- ଦେ କ୍ରି (ସଂ. ହା ହତୋସ୍ମି) — ହତାଶ ହେବା — To become desperate