ହୁତା ହେବା Hutā hebā

  • ଦେ. କ୍ରି — କୌଣସି କାର୍ଯ୍ୟରେ ନିଜକୁ ନିଯୁକ୍ତ କରିବା — To engage one's self in any work
  • ଦେ. କ୍ରି — କୌଣସି କାର୍ଯ୍ୟ କରିବାକୁ ଅଗ୍ରସର ହେବା — To come forward to do any work
  • ଦେ. କ୍ରି — କୌଣସି ବିଷୟପାଇଁ ଦାୟିତ୍ୱ ଗ୍ରହଣ କରିବା — To undertake the responsibility for any work
  • ଦେ. କ୍ରି — ଦାୟୀ ହେବା — To become responsible for any work