ହୁତା Hutā

  • ସଂ. ବିଣ—(ହୁତ+ସ୍ତ୍ରୀ. ଆ) — ହୁତର ସ୍ତ୍ରୀଲିଙ୍ଗ — Feminine of Huta
  • ଦେ. ବିଣ — କୌଣସି କାର୍ଯ୍ୟରେ ନିଯୁକ୍ତ (ବ୍ଯକ୍ତି) — (Person) Employed in any work
  • ବି — ସମ୍ପର୍କ; କାର୍ଯ୍ୟ ସଙ୍ଗେ ସମ୍ବନ୍ଧ — Connection with any work
  • ବି — ଦାୟିତ୍ୱ — Responsibility