ହୁତାଶନ Hutāṡana

  • ସଂ. ବି—(ବହୁବ୍ରୀହି; ହୁତ=ଘୃତ ଅଟେ ଅଶନ= ଭୋଜନ ଯାହାର) — ଅଗ୍ନି — Fire
  • ସଂ. ବି—(ବହୁବ୍ରୀହି; ହୁତ=ଘୃତ ଅଟେ ଅଶନ= ଭୋଜନ ଯାହାର) — ଶିବ (ଶଦ୍ଦ କଳ୍ପଦ୍ରୁମ) — God Ṡiba