ହିଂସନ Hiṁsana

  • ସଂ. ବି—(ହିନସ୍. ଧାତୁ=ବଧ କରିବା+ଭାବ ଅନ) — ବଧ; ଘାତ; ହନନ — Slaughter; killing; murdering
  • ସଂ. ବି—(ହିନସ୍. ଧାତୁ=ବଧ କରିବା+ଭାବ ଅନ) — ପରାନିଷ୍ଟ ସାଧନ— — Injuring others
  • ସଂ. ବି—(ହିନସ୍. ଧାତୁ=ବଧ କରିବା+ଭାବ ଅନ) — ପରାନିଷ୍ଟ ସାଧନେଚ୍ଛା — Desire to injure others; mischievous intention
  • ସଂ. ବି—(ହିନସ୍. ଧାତୁ=ବଧ କରିବା+ଭାବ ଅନ) — [ଦ୍ର— ଏହା ଦୁଇ ପ୍ରକାର ଯଥା—ପ୍ରାଣିବଧ ନିମିତ୍ତ, ପ୍ରାଣିପୀଡ଼ନ ନିମିତ୍ତ।]
  • ସଂ. ବି—(ହିନସ୍. ଧାତୁ=ବଧ କରିବା+ଭାବ ଅନ) — ଈର୍ଷା; ବିଦ୍ୱେଷ — Spite; malice
  • ସଂ. ବି—(ହିନସ୍. ଧାତୁ=ବଧ କରିବା+ଭାବ ଅନ) — ଅଦଉତି — Grudge