ହିଂସା କର୍ମ Himsā karma

  • ସଂ. ବି — ଅଥର୍ବବେଦୋକ୍ତ ମନ୍ତ୍ରଯନ୍ତ୍ରାଦିଦ୍ୱାରା ନିଷ୍ପାଦିତ ମାରଣ, ଉଚ୍ଚାଟନ, ସ୍ତମ୍ଭନ, ମୋହନ, ବଶୀକରଣାଦି କର୍ମ; ତାନ୍ତ୍ରିକ କର୍ମ; ଅଭିଚାର (ଅମର) — Acts of injuring others by the employment of the black art (mentioned in the Atharba Beda)