ହିଂସା କରିବା Hiṁsā karibā
- ଦେ. କ୍ରି — ବଧ କରିବା — To kill
- ଦେ. କ୍ରି — ପୀଡ଼ା ଦେବା — To injure or give pain
- ଦେ. କ୍ରି — ଈର୍ଷା କରିବା; ଅଦଉତି କରିବା; ବିଦ୍ୱେଷ କରିବା — To be spiteful; to grudge; to envy
- ଦେ. କ୍ରି — (ବୈଦେ— ଫା. ହିସ୍ସା)—ସମ୍ପତ୍ତିଆଦିର ବଣ୍ଟନ କରିବା — To partition a property