ହିଁସାଦାର Hiñsādār

  • ବୈଦେ. ବି—(ଆ. ହିସ୍ସାଦାର୍) — ଭାଗଦାର; ସମ୍ପତ୍ତିରେ ଅଂଶିଦାର — Shareholder; cosharer
  • ବୈଦେ. ବି—(ଆ. ହିସ୍ସାଦାର୍) — ବ୍ଯବସାୟରେ ଅଂଶିଦାର — Partner in business