ହରି ନାମ Hari nāma

  • ସଂ. ବି ( 6 ଷ୍ଠୀ ତତ୍) — ଭଗବାନଙ୍କ ନାମ — Name of Hari
  • ସଂ. ବି ( 6 ଷ୍ଠୀ ତତ୍) — (ଦ୍ର—ପୁରାଣାଦିରେ ବର୍ଣ୍ଣିତ ଅଛି ଯେ, କଳିଯୁଗରେ ହରିନାମ କୀର୍ତ୍ତନହିଁ ମୁକ୍ତିର ପ୍ରକୃଷ୍ଟ ଉପାୟ।]