ହରି ଦେବ Hari deba

  • ସଂ. ବି (ବହୁବ୍ରୀହି, ହରି ଅଟନ୍ତି ଦେବ=ଅଧିଷ୍ଠାତା ଦେବ ଯାହାର) — (ଜ୍ୟୋତିଷ) ଶ୍ରବଣା ନକ୍ଷତ୍ର — (Astrology) The 22nd asterism
  • ସଂ. ବି (ବହୁବ୍ରୀହି, ହରି ଅଟନ୍ତି ଦେବ=ଅଧିଷ୍ଠାତା ଦେବ ଯାହାର) — [ଦ୍ର— ଏ ନକ୍ଷତ୍ରର ଅଧିଷ୍ଠାତା ଦେବ ବିଷ୍ଣୁ]
  • ସଂ. ବି (ବହୁବ୍ରୀହି, ହରି ଅଟନ୍ତି ଦେବ=ଅଧିଷ୍ଠାତା ଦେବ ଯାହାର) — (କର୍ମଧା) ହରି ନାମକ ଦେବ — The Deity Hari