ହରି ଦିଶା Hari diṡā

  • ସଂ. ବି—(ହରି ବା ଇନ୍ଦ୍ରଙ୍କ ଦ୍ୱାରା ପାଳିତ ଦିଗ) — ପୂର୍ବଦିଗ (ହି. ଶ) — The eastern quarter of the earth
  • ସଂ. ବି—(ହରି ବା ଇନ୍ଦ୍ରଙ୍କ ଦ୍ୱାରା ପାଳିତ ଦିଗ) — [ଦ୍ର—ଏ ଦିଗର ଲୋକପାଳ ଇନ୍ଦ୍ର ଅଟନ୍ତି]