ହରି ପଦ Hari pada
- ସଂ. ବି — ( 6 ଷ୍ଠୀ ତତ୍) ବିଷ୍ଣୁଙ୍କର ଚରଣ — (6ଷ୍ଠୀ ତତ୍) ବିଷ୍ଣୁଙ୍କର ଚରଣ—The feet of God
- ଦେ. ବି. ପୁଂ — ପୁରୁଷ ଲୋକଙ୍କ ନାମ — A name given to males
- ଦେ. ବି. ପୁଂ — ଯମଘର — The abode of J̄ama
- ଦେ. ବି. ପୁଂ — [ଦ୍ର—ବିଧାତା କରାଇ ଲୀନ, ହରିପାଦେ ତା ଭାବନ କରି ଭାଗୀ ହେବି ସନ୍ତାପରେ —ଭଞ୍ଜ, ବୈଦେହୀଶବିଳାସ।]