ହରି ପ୍ରବୋଧ Hari prabodha
- ସଂ. ବି. ( 6 ଷ୍ଠୀ ତତ୍) — କାର୍ତ୍ତିକ ଶୁକ୍ଳ ଏକାଦଶୀ; ବିଷ୍ଣୁ ମୂର୍ତ୍ତିଙ୍କର 4 ମାସ ବ୍ୟାପ୍ତ ନିଦ୍ରାରୁ ଉତ୍ଥାନରୂପ ଯାତ୍ରା — କାର୍ତ୍ତିକ ଶୁକ୍ଳ ଏକାଦଶୀ; ବିଷ୍ଣୁ ମୂର୍ତ୍ତିଙ୍କର4ମାସ ବ୍ୟାପ୍ତ ନିଦ୍ରାରୁ ଉତ୍ଥାନରୂପ ଯାତ୍ରା—A festival held on the 11th day of the bright lunar fortnight of karttika