ହଂସ ପାଦ Haṁsapāda

  • ସଂ. ବି — ହଂସର ଚରଣ — The foot of a swan
  • ସଂ. ବି — ହିଙ୍ଗୁଳ (ହଳାୟୁଧ) — Red sulphide of mercury; cinnabar; vermillion
  • ସଂ. ବି — ହଂସପାଦପରି ପତ୍ରବିଶିଷ୍ଟ ଲତା ବିଶେଷ (ଏହା ଔଷଧରେ ଲାଗେ) — A kind of medicinal herb; Vites latifolia