ହଂସ ମାଳା Haṁsa māḻā

  • ସଂ. ବି ( 6 ଷ୍ଠୀ ତତ୍) — ହଂସଶ୍ରେଣୀ; ହଂସ ସମୂହ — 1. A crowd or herd of swans
  • ସଂ. ବି ( 6 ଷ୍ଠୀ ତତ୍) — ପାତିହଂସ — Gander
  • ସଂ. ବି ( 6 ଷ୍ଠୀ ତତ୍) — ବର୍ଣ୍ଣ ବୃତ୍ତ— ବିଶେଷ (ହି. ଶ) — Name of a syllabic metre