ହଂସ ବାହନା Haṁsa bāhanā
- ସଂ ବି ସ୍ତ୍ରୀ (ହଂସ+ବାହନ+ଆ; ହଂସ ଅଟେ ବାହନ ଯାହାଙ୍କର—ବହୁବ୍ରୀହି; ହଂସ+ବହ ଧାତୁ+ଇନ୍+ଈ; ହଂସ ଯାହାଙ୍କର ବାହନ) ସରସ୍ୱତୀ — Goddess of learning
- ସଂ ବି ସ୍ତ୍ରୀ (ହଂସ+ବାହନ+ଆ; ହଂସ ଅଟେ ବାହନ ଯାହାଙ୍କର—ବହୁବ୍ରୀହି; ହଂସ+ବହ ଧାତୁ+ଇନ୍+ଈ; ହଂସ ଯାହାଙ୍କର ବାହନ) ବ୍ରହ୍ମାଣୀ — The wife of Brahmā
- ସଂ. ବିଣ. ସ୍ତ୍ରୀ — ହଂସ ବାହନର ସ୍ତ୍ରୀ ଲିଙ୍ଗ — Feminine of Haṁsa bāhana