ହଂସ ପଦ Haṁsa pada

  • ସଂ. ବି ( 6 ଷ୍ଠୀ ତତ୍) — ହଂସର ପଦ (ଯହିଁରେ ଆଙ୍ଗୁଠି ଯାକ ଏକାଠେଇଁ ଲାଗିଥାଏ) — Swan's foot; the web-foot of the swan
  • ସଂ. ବି ( 6 ଷ୍ଠୀ ତତ୍) — ହଂସ ପଦ ପରି ଛନ୍ଦା ଆଙ୍ଗୁଠିଯୁକ୍ତ ପଦ; ଲିପ୍ତ ପଦ — Webfoot
  • ସଂ. ବି ( 6 ଷ୍ଠୀ ତତ୍) — ଦୁଇ ତୋଳା ବା ଏକ କର୍ଷ ପରିମିତ ଓଜନ — A standard weight of 2 tolas or 1 Karsha
  • ବିଣ. ପୁଂ. (ବହୁବ୍ରୀହି) — ଯେଉଁ ବ୍ଯକ୍ତିର ପାଦର ଆଙ୍ଗୁଠିଯାକ ପରସ୍ପର ଲାଗିଥାଏ (ହଂସପଦା—ସ୍ତ୍ରୀ. ବିଣ) — Webfooted
  • ବିଣ. ପୁଂ. (ବହୁବ୍ରୀହି) — ଯେଉଁ ବ୍ଯକ୍ତିର ପାଦର ମଝି ଦେଉଳିଆ ନ ହୋଇ ସମଗ୍ର ପାଦତଳ ଭୂମିରେ ଘସି ହୋଇ ଲାଗିଥାଏ — A person whose soles touch the ground completely without there being any hollow in the middle