ହଂସ ପକ୍ଷ Haṁsa paksha
- ସଂ. ବି — (ସାମୁଦ୍ରିକ; ଏହି ରେଖାର ଦୁଇ ପାଖରେ ହଂସର ପକ୍ଷରେ ଗୁଡ଼ିଏ କ୍ଷୁଦ୍ର ପର ଲାଗିଥିବା ପରି ଗୁଡ଼ିଏ ରେଖା ଲାଗିଥିବାରୁ ଏହି ନାମ)—ଶୁଭ ସୂଚକ କରତଳସ୍ଥ ରେଖା ବିଶେଷ — (Palmistry) Name of a feather-like line found on the palms of the hands
- ସଂ. ବି — ହଂସର ପକ୍ଷ — The wing or feather of a swan