ସ୍ୱୟଂଭୁ Swayaṁbhu
- ସଂ. ବି (ସ୍ୱୟଂ+ଭୂଧାତୁ+କର୍ତ୍ତୃ କ୍ୱିପ୍) — ବ୍ରହ୍ମା — Brahmā
- ସଂ. ବି (ସ୍ୱୟଂ+ଭୂଧାତୁ+କର୍ତ୍ତୃ କ୍ୱିପ୍) — ବିଷ୍ଣୁ — Bishṇu
- ସଂ. ବି (ସ୍ୱୟଂ+ଭୂଧାତୁ+କର୍ତ୍ତୃ କ୍ୱିପ୍) — ମହାଦେବ — Ṡiba
- ସଂ. ବି (ସ୍ୱୟଂ+ଭୂଧାତୁ+କର୍ତ୍ତୃ କ୍ୱିପ୍) — କାମଦେବ — Cupid
- ସଂ. ବି (ସ୍ୱୟଂ+ଭୂଧାତୁ+କର୍ତ୍ତୃ କ୍ୱିପ୍) — କାଳ, ସମୟ — Time (personified)
- ସଂ. ବି (ସ୍ୱୟଂ+ଭୂଧାତୁ+କର୍ତ୍ତୃ କ୍ୱିପ୍) — ମାସପର୍ଣ୍ଣୀ (ରାଜନିର୍ଘଣ୍ଟ) — A wild creeper of the bean species; Teramuns Lebialis
- ସଂ. ବି (ସ୍ୱୟଂ+ଭୂଧାତୁ+କର୍ତ୍ତୃ କ୍ୱିପ୍) — ଲିଙ୍ଗିନୀ (ରାଜନିର୍ଘଣ୍ଟ)— ଲତା ବିଶେଷ — A wild creeper
- ସଂ. ବି (ସ୍ୱୟଂ+ଭୂଧାତୁ+କର୍ତ୍ତୃ କ୍ୱିପ୍) — ଜିନ— ଚକ୍ରବର୍ତ୍ତିବିଶେଷ (ହେମଚନ୍ଦ୍ର) — Name of a Buddhistic emperor
- ସଂ. ବିଣ — ଯେ ଅନ୍ଯ କାହାଠାରୁ ଜାତ ହୋଇ ନାହାନ୍ତି — Self existing
- ସଂ. ବିଣ — ଅନନ୍ତ କାଳରୁ ବିରାଜମାନ — Existing from eternity
- ସଂ. ବିଣ — 3 (ଶିବଲିଙ୍ଗ) ଯେ ନିଜେ ଭୂମିରୁ ଉଠିଛନ୍ତି, ଅର୍ଥାତ୍ ଯାହାଙ୍କୁ କେହି ସ୍ଥାପନା କରିନାହିଁ — 3(ଶିବଲିଙ୍ଗ) ଯେ ନିଜେ ଭୂମିରୁ ଉଠିଛନ୍ତି, ଅର୍ଥାତ୍ ଯାହାଙ୍କୁ କେହି ସ୍ଥାପନା କରିନାହିଁ—3. (An image of Siba) Which has not been set up by any human agency