ସ୍ୱୟଂଭୁବ Swayaṁbhuba

  • ସଂ. ବି — (ସ୍ୱୟଂଭୁ+ସ୍ୱାର୍ଥେ. ଅ)—ବ୍ରହ୍ମା — Brahma
  • ସଂ. ବି — (ସ୍ୱୟଂଭୁ+ଅପତ୍ୟାର୍ଥେ ଅ)—ସ୍ୱାୟଂଭୁବ ମନୁ; ପ୍ରଥମ ମନୁ; ବ୍ରହ୍ମାଙ୍କ ପୁତ୍ର, ଆଦି ମନୁ — The first Manu or progenitor of mankind