ସ୍ୱୟଂବହ Swayambaha

  • ସଂ. ବିଣ. ପୁଂ. (ସ୍ୱୟଂ+ବହ୍ ଧାତୁ+କର୍ତ୍ତୃ. ଅ) — ଯେ ସ୍ୱୟଂ ବା ନିଜେ ଅର୍ଥାତ୍ ଅନ୍ୟର ବିନା ସାହାଯ୍ୟରେ ବହେ — Self-flowing; self-rotating; self-revolving