ସ୍ୱରକର Swarakara

  • ସଂ. ବିଣ (ସ୍ୱର+କୃ ଧାତୁ+କର୍ତ୍ତୃ ଅ) — ଯେଉଁ ପଦାର୍ଥର ସେବନରେ ବା ବ୍ଯବହାରରେ ଗଳାର ସ୍ୱର ତୀବ୍ର ଓ ସ୍ପଷ୍ଟ ବା ମଧୁର ହୁଏ — (a thing) Which improves the tone or voice