ସ୍ୱରଘ୍ନ Swaraghna
- ସଂ. ବି — ସୁଶ୍ରୁତ ଅନୁସାରେ ଗଳାର ରୋଗ ବିଶେଷ—(ହି. ଶ.) — A kind of throat disease
- ସଂ. ବି — [ଦ୍ର—ଏ ରୋଗ ବାୟୁ ପ୍ରକୋପରୁ ହୁଏ। ଏଥିରେ ଗଳା ଫୁଲିଯାଏ, ସ୍ୱର ବସିଯାଏ, ଖାଇବା ପଦାର୍ଥ ଗଳାବାଟେ ଭିତରକୁ ଯାଏ ନାହିଁ ଓ ଶ୍ୱାସବାହିନୀ ନାଡ଼ୀ ଦୂଷିତ ହୋଇଯାଏ— (ହି. ଶ.)
- ସଂ. ବିଣ (ସ୍ୱର+ହନ୍ ଧାତୁ+କର୍ତ୍ତୃ ଅ) — ସ୍ୱର- ନାଶକାରୀ — Destructive of the tone