ସ୍ୱରକ୍ଷୁ Swarakshu
- ସଂ. ବି — ପୁରାଣାନୁସାରେ ମେରୁ ପର୍ବତର ପଶ୍ଚିମ ଭାଗରେ ବହୁଥିବା ଗଙ୍ଗାନଦୀର ଏକ ଧାରାର ନାମ; ବକ୍ଷୁ — Name of a mythological current of the Ganges said to flow by the western side of the Meru mountain
- ସଂ. ବି — [ଦ୍ର—ମାର୍କଣ୍ଡେୟ ପୁରାଣରେ ଅଛି ଯେ, ଭଗୀରଥ ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଣିବା ସମୟରେ ଗଙ୍ଗା ଚାରିଗୋଟି ଧାରରେ ବିଭକ୍ତ ହେଲେ। ମେରୁ ପର୍ବତର ପଶ୍ଚିମରେ ବହିଥିବା ଧାରର ନାମ ସ୍ୱରକ୍ଷୁ ବା ରକ୍ଷୁ—ହି. ଶ.]