ସ୍ୱର ସନ୍ଧି Swara sandhi

  • ସଂ. ବି — (ବ୍ୟାକରଣ) ପୂର୍ବପଦର ପ୍ରାନ୍ତସ୍ଥ ଓ ପରବର୍ତ୍ତୀ ପଦର ଆଦ୍ୟସ୍ଥ ଦୁଇଟି ସ୍ୱରବର୍ଣ୍ଣର ମିଳନ ଦ୍ୱାରା ଉଭୟ ବର୍ଣ୍ଣର ଏକ ବର୍ଣ୍ଣରେ ପରିଣତ ହେବାର ଅବସ୍ଥା ଓ ସେ ସମ୍ବନ୍ଧୀୟ ବ୍ୟାକରଣର ନିୟମ — (Grammar) Coalition of two vowels (one at the end of a word and the other at the beginning of another word) into one
  • ସଂ. ବି — [ଦ୍ର—'ଅ' ବା 'ଆ' ସଙ୍ଗେ 'ଅ' ବା "ଆ" ମିଶିଲେ 'ଆ' ହୁଏ। ଯଥା—ପ୍ରେମ +ଆନନ୍ଦ=ପ୍ରେମାନନ୍ଦ। ଏହିପରି ଆ+ଇ=ଏ; ଅ+ ଉ=ଓ; ଅ+ଏ=ଐ; ଅ+ଓ=ଔ ଇଦ୍ଯାଦି।]