ସ୍ୱର ଲିପି Swara lipi

  • ଦେ. ବି (ମ. ପ. ଲୋ; ସ୍ୱରବିଜ୍ଞାପକ ଲିପି) — କୌଣସି ସଙ୍ଗୀତ କିପରିଭାବରେ ବୋଲାଯିବ ବା ଯନ୍ତ୍ର ଦ୍ୱାରା ବଜା ଯାଇପାରିବ, ଏହା ଜାଣିବାପାଇଁ ଲେଖା ଯାଇଥିବା ପାଠକ୍ରମ; ସଙ୍ଗୀତର ସୁର, ରାଗରାଗିଣୀ, ତାଳ, ଲୟ, ମାତ୍ରା ଆଦି ଜ୍ଞାପକ ଲିପି — A chart indicating the intonation and tune etc of a song; musical chart
  • ଦେ. ବି (ମ. ପ. ଲୋ; ସ୍ୱରବିଜ୍ଞାପକ ଲିପି) — [ଦ୍ର— ଏହି ସ୍ୱରଲିପିକୁ ଦେଖି ଉପଦେଶନିରପେକ୍ଷ ହୋଇ କୌଣସି ସ୍ୱରଲିପିଜ୍ଞ ବ୍ଯକ୍ତି ସଙ୍ଗୀତବିଶେଷକୁ ଅନାୟାସରେ ଗାଇ ପାରିବେ ଓ ବଜାଇ ପାରିବେ।]