ସ୍ୱନିବା Swanibā
- ଦେ. କ୍ରି (ପଦ୍ଯ) (ସଂ. ସ୍ୱନ୍ ଧାତୁ) — ସ୍ୱନ କରିବା — To make a sound
- ଦେ. କ୍ରି (ପଦ୍ଯ) (ସଂ. ସ୍ୱନ୍ ଧାତୁ) — [ଉ—ସ୍ୱନିଲେ ପବନ ଯେହ୍ନେ ନିଶୀଥିନୀ କରୁଣ ସ୍ୱର। —ରାଧାନାଥ, ଉଷା]
- ଦେ. କ୍ରି (ପଦ୍ଯ) (ସଂ. ସ୍ୱନ୍ ଧାତୁ) — [ଦ୍ର—ଏହି ଶବ୍ଦ ବଙ୍ଗୀୟ କବି ମାଇକେଲ୍ ମଧୁସୂଦନଙ୍କ ରଚନା ଅନୁକରଣରେ ବ୍ଯବହୃତ ଏବଂ ଆଧୁନିକ ଓଡ଼ିଆ କବିମାନଙ୍କ ରଚନାରେ ବ୍ଯବହୃତ ହେବା ଦେଖାଯାଏ।]